Author: Ayesha Debnath

February: ୨୦୨୫ ମସିହାର ଫେବୃଆରୀ ମାସ ଆରମ୍ଭ ହୋଇଛି। କ୍ୟାରିୟର ଏବଂ କର୍ମଜୀବୀ ବୃତ୍ତିଜୀବୀଙ୍କ ଦୃଷ୍ଟିକୋଣରୁ ଏହି ମାସକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଗଣନା ଅନୁଯାୟୀ, କିଛି ରାଶିଙ୍କୁ ଫେବୃଆରୀମାସରେ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଯଥେଷ୍ଟ ଲାଭ ମିଳିବ। ଆୟ ଓ ଲାଭ ବୃଦ୍ଧିର ସଙ୍କେତ ମିଳୁଛି। ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ । ମେଷ- କ୍ୟାରିୟର ଦୃଷ୍ଟିକୋଣରୁ ଏହି ମାସ ଟି ଆପଣଙ୍କ ପାଇଁ ଭଲ ରହିବ। କର୍ମକ୍ଷେତ୍ରରେ ଭଲ ସଫଳତା ପାଇବେ। ଆୟ ବୃଦ୍ଧି ହେବ ଏବଂ ଅଫିସରେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ । ଆପଣଙ୍କ କାମର ଉଚ୍ଚ ପ୍ରଶଂସା ହେବ। ସୃଜନଶୀଳତା ଉପରେ ଧ୍ୟାନ ଦେବେ। ସିଂହ- ଏହି ମାସ ଆପଣଙ୍କୁ କ୍ୟାରିୟରରେ କିଛି ଲାଭ ଦେଇପାରେ। ଉଭୟ ଚାକିରି କରୁଥିବା ବ୍ୟକ୍ତି ଓ ବ୍ୟବସାୟୀ ଲାଭବାନ ହେବେ। ଆୟ ଓ ଲାଭ ବୃଦ୍ଧି…

Read More