Author: Ayesha Debnath

Barabati Stadium: କଟକ ବାରବାଟୀ ଷ୍ଟାଡିୟମରେ ୨୦୧୫ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ରେ ଦର୍ଶକଙ୍କ ଅସୁବିଧା ପରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଆୟୋଜନ ଉପରେ ୨ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା। ଫେବ୍ରୁଆରି ୯ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏହି ପଡ଼ିଆର ଅଶାନ୍ତ ଅତୀତ ଓ ମୁକ୍ତି ଯାତ୍ରାକୁ ନେଇ ସମସ୍ତଙ୍କ ନଜର ରହିଛି। ବାରବାଟୀ ଷ୍ଟାଡିୟମରେ କେବେ ଓ କ’ଣ ପାଇଁ ଏଭଳି ସ୍ଥିତି ଉପୁଜିଛି? ଅକ୍ଟୋବର ୫, ୨୦୧୫ରେ ଏକ ଟି-୨୦ ମ୍ୟାଚ୍ ରେ ଭାରତ ୯୨ ରନ୍ ରେ ପରାସ୍ତ ହେବା ପରେ ଦର୍ଶକମାନେ ପଡ଼ିଆ ଉପରକୁ ପାଣି ବୋତଲ ଫିଙ୍ଗିଥିଲେ, ଯାହା କି ଦ୍ୱିତୀୟ ସର୍ବନିମ୍ନ ଟି-୨୦ ସ୍କୋର ଥିଲା। ଫଳରେ ପ୍ରଶଂସକଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ସଂଘର୍ଷ କରୁଥିବାରୁ ୨୭ ଓ ୨୪ ମିନିଟ୍ ପାଇଁ ଦୁଇଥର ଖେଳ ବନ୍ଦ କରିବାକୁ…

Read More