Author: Ayesha Debnath

Challenger Deep: ଆମ ପୃଥିବୀ ଅଗଣିତ ରହସ୍ୟରେ ପରିପୂର୍ଣ୍ଣ । ପ୍ରତିଦିନ ପୃଥିବୀକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କେତେବେଳେ ଅମ୍ଳଜାନ ବିନା ବଞ୍ଚିପାରୁଥିବା ଜୀବ ଦେଖିବାକୁ ମିଳେ ତ ଆଉ କେତେବେଳେ ମଣିଷ ଆଗରେ ଥିବା ଜୀବନର ରହସ୍ୟ ଉନ୍ମୋଚନ ହୋଇଥାଏ। ବୈଜ୍ଞାନିକମାନେ ବର୍ତ୍ତମାନ ସୁଦ୍ଧା ସମୁଦ୍ରରେ ସବୁଠାରୁ ଗଭୀର ଗର୍ତ୍ତ ଆବିଷ୍କାର କରିଛନ୍ତି। ଏହା ପୃଥିବୀର ସବୁଠାରୁ ଗଭୀର ବିନ୍ଦୁ ବୋଲି ବିଶ୍ୱାସ କରାଯାଏ ଏବଂ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହାର ପୂର୍ଣ୍ଣ ଗଭୀରତାରେ ପହଞ୍ଚିବାରେ ସଫଳ ହୋଇନାହାଁନ୍ତି । ବୈଜ୍ଞାନିକମାନେ ଏହାକୁ ଚ୍ୟାଲେଞ୍ଜର ଡିପ୍ ନାମ ଦେଇଛନ୍ତି। ଏହାର ସମ୍ପୂର୍ଣ୍ଣ ଗଭୀରତା ନିର୍ଦ୍ଧାରଣ କରିବାକୁ ଦୀର୍ଘ ସମୟ ଲାଗିପାରେ ବୋଲି ସେମାନେ କହିଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଚ୍ୟାଲେଞ୍ଜର ଡିପ୍ ପ୍ରଶାନ୍ତ ମହାସାଗର ତଳେ ମାରିଆନା ଟ୍ରେଞ୍ଚର ଦକ୍ଷିଣ ମୁଣ୍ଡରେ ଅବସ୍ଥିତ । ଏହା ପାଖାପାଖି ୩୬,୦୦୦ ଫୁଟ ଗଭୀର । ବୈଜ୍ଞାନିକମାନେ…

Read More