Author: Ayesha Debnath

Sonu Nigam: ପୁଣେରେ ଶୋ’ ପୂର୍ବରୁ ଗାୟକ ସୋନୁ ନିଗମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ତେବେ ଏହା ସୋ’ ସମୟରେ ଗାୟକଙ୍କୁ ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନରୁ ଅଟକାଇ ପାରିନଥିଲା। ଗାୟକ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଶୋ’ ପୂର୍ବରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଶୋ’ ପରେ ସେ ତାଙ୍କ ଟିମ୍ ସହାୟତାରେ ମଞ୍ଚରୁ ଓହ୍ଲାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଶୋ’ର ଠିକ୍ ପୂର୍ବରୁ ଆରମ୍ଭ ହୋଇଥିବା ଯନ୍ତ୍ରଣା ତାଙ୍କ ଉତ୍ସାହକୁ କମ୍ କରିପାରିନଥିଲା। ଏହି ଭିଡିଓରେ ସେ ଗୀତ ଗାଉଥିବା ବେଳେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ବିଛଣାରେ ଶୋଇଥିବା ବେଳେ ସୋନୁ କ୍ୟାମେରା ସହ କଥା ହୋଇ କହିଥିଲେ, “ମୋ ଜୀବନର ସବୁଠାରୁ କଠିନ ଦିନ କିନ୍ତୁ ବହୁତ ପରିପୂର୍ଣ୍ଣ । ମୁଁ ଭାବୁଥିଲି ଗାଟେ ଗାଟେ ଝଟକା ଦେତେ ହୈ ନା (ଗାଉଥିବା ବେଳେ ଆମେ ନୃତ୍ୟ…

Read More