Author: Ayesha Debnath

New Plan: ଜିଓ, ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ଗତବର୍ଷ ପ୍ଲାନ ମୂଲ୍ୟ ବୃଦ୍ଧି କରିଥିଲେ । ଏହାର ପ୍ରଭାବ ୟୁଜର୍ସଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା । ସମସ୍ତ କଂପାନିର ଉପଭୋକ୍ତା ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ତେବେ ଧୀରେ ଧୀରେ ଏହା ସୁଧୁରିବାରେ ଲାଗିଲା। ଏବେ ଯଦି ଆପଣ ମଧ୍ୟ ନୂଆ ପ୍ଲାନ ଖୋଜୁଛନ୍ତି ତେବେ ଆମେ ଆପଣଙ୍କୁ କିଛି ସୂଚନା ଦେବାକୁ ଯାଉଛୁ । ୨ଟି ସିମ୍ କାର୍ଡ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଏହି ସବୁ ପ୍ଲାନ ବହୁତ ଲାଭଦାୟକ ଅଟେ । କାରଣ ଦ୍ୱିତୀୟ ସିମ୍ କାର୍ଡ ପାଇଁ ଆପଣଙ୍କୁ ଅଲଗା ଅଲଗା ରିଚାର୍ଜ କରିବାକୁ ପଡିବ । ଯଦି ଦ୍ୱିତୀୟ ସିମ୍ କାର୍ଡକୁ ସକ୍ରିୟ ରଖିବା ପାଇଁ ଆପଣଙ୍କୁ ଶସ୍ତା ରିଚାର୍ଜର ଆବଶ୍ୟକତା ରହିଛି, ତେବେ ଆପଣ ଏକ ନୂତନ ପ୍ଲାନ୍ ସନ୍ଧାନ କରିଥାନ୍ତି, ତେଣୁ ଆସନ୍ତୁ ଆମେ ଆପଣଙ୍କୁ ସେବିଷୟରେ ସୂଚନା ପ୍ରଦାନ…

Read More