Author: Ayesha Debnath

Concert Dates: ଭାରତରେ ଡେଟିଂ ଆଉ କେବଳ ସ୍ୱାଇପ୍ କରିବାରେ ସୀମିତ ରହିନି। ଜେନ୍-ଜିର ଏହି ନୂତନ ଯୁଗରେ ରୋମାନ୍ସର ଫର୍ମୁଲା ସଙ୍ଗୀତ, ଭାଇବ୍ସ ଏବଂ ବାସ୍ତବ ଦୁନିଆର ସଂଯୋଗର ମିଶ୍ରଣ ପାଲଟିଛି। ଏକ ଡେଟିଂ ଆପ୍ ଦ୍ୱାରା କରାଯାଇଥିବା ସର୍ଭେରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ଅନୁଯାୟୀ, ୭୪ ପ୍ରତିଶତ ଭାରତୀୟ ସିଙ୍ଗଲ୍ ଏବେ କନ୍ସର୍ଟକୁ ନିଜର ସ୍ୱପ୍ନର ଡେଟ୍ ଭାବେ ବିବେଚନା କରୁଥିବା ବେଳେ ୬୭ ପ୍ରତିଶତ କହିଛନ୍ତି ଯେ ଲାଇଭ୍ ମ୍ୟୁଜିକ୍ ଇଭେଣ୍ଟ ଡେଟିଂକୁ ସହଜ କରିଥାଏ। ବିଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି ଯେ ଭାରତରେ କନସର୍ଟ ସଂସ୍କୃତି ବୃଦ୍ଧି ପାଉଛି । ଏହି ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ଉଦାହରଣ ସ୍ୱରୂପ, କନସର୍ଟ ଗୁଡିକ କେବଳ ବିଟ୍ , ଫ୍ୟାଣ୍ଡୋମ୍ କିମ୍ବା କୁଲ୍ ଡ୍ରେସ୍ ଅପ୍ ରେ ସୀମିତ ନୁହେଁ, ବରଂ ମ୍ୟାଚ୍ ମେକିଂ ପାଇଁ ସର୍ବୋତ୍ତମ…

Read More