Author: Ayesha Debnath

Vastu Tips: ବାସ୍ତୁ ଶାସ୍ତ୍ର ହିନ୍ଦୁ ଧର୍ମର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛି। ଯଦି କେହି ବାସ୍ତୁ ଶାସ୍ତ୍ରର ନିୟମଗୁଡିକୁ ଆପଣାଇଥାଏ, ତେବେ ସେ ତାଙ୍କର ଜୀବନର ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ। ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ସହ ଜଡ଼ିତ କିଛି ଛୋଟ-ଛୋଟ ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣାଇବା ପରେ ଆପଣଙ୍କ ଜୀବନରେ ସକାରାତ୍ମକ ଶକ୍ତି ଆଣିପାରିବେ। କେବଳ ଆପଣଙ୍କ ଧନକୁ ସୁରକ୍ଷିତ ରଖିବା ଆବଶ୍ୟକ ନୁହେଁ, ଯଦି ଏହାକୁ ସଠିକ୍ ଦିଗରେ ରଖାଯାଏ ତେବେ ଧନ ବୃଦ୍ଧି ମଧ୍ୟ ହୋଇଥାଏ । ଏଥିପାଇଁ ଟଙ୍କା ରଖିବା ବକ୍ସକୁ ଉତ୍ତର ଦିଗରେ ରଖିବା ଉଚିତ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ। ନକାରାତ୍ମକ ଶକ୍ତି ଦୂରରେ ରହିବ। ଯଦି ଘରେ ନକାରାତ୍ମକ ଶକ୍ତି ବଢିଥାଏ ତେବେ ଏହା ବିବାଦ ସୃଷ୍ଟି କରିପାରେ । ଏଭଳି ପରିସ୍ଥିତିରେ ସପ୍ତାହକୁ ଥରେ ନିଜ ଘରେ ଝୁଣା ଜଳାନ୍ତୁ।…

Read More