Author: Ayesha Debnath

Technology: ଷ୍ଟେଟ୍ ଅଫ୍ ଇମୋସନାଲ୍ ୱେଲ୍ ବିଙ୍ଗ୍ ରିପୋର୍ଟ ୨୦୨୪ ରେ ଭାରତୀୟମାନଙ୍କୁ ପ୍ରଭାବିତ କରୁଥିବା ଅନେକ ଭାବନାତ୍ମକ କଲ୍ୟାଣ ସମସ୍ୟା ଏବଂ ଏହାର ମୁକାବିଲା ପାଇଁ ଆବଶ୍ୟକ ପ୍ରୟାସ ବିଷୟରେ ପ୍ରକାଶ ପାଇଛି। ୧ଟୁ୧୯ ଦ୍ୱାରା ପ୍ରକାଶିତ ଷ୍ଟେଟ୍ ଅଫ୍ ଇମୋସନାଲ୍ ୱେଲବିଙ୍ଗ୍ ରିପୋର୍ଟ ୨୦୨୪ରେ ଭାରତୀୟମାନଙ୍କୁ ପ୍ରଭାବିତ କରୁଥିବା ଅନେକ ଭାବନାତ୍ମକ କଲ୍ୟାଣ ସମସ୍ୟା ଏବଂ ଏହାର ମୁକାବିଲା ପାଇଁ ଆବଶ୍ୟକ ପ୍ରୟାସ ବିଷୟରେ ଦର୍ଶାଯାଇଛି। ୮୩,୦୦୦ରୁ ଅଧିକ କାଉନସେଲିଂ ସେସନ, ୧୨,୦୦୦ ସ୍କ୍ରିନିଂ ଏବଂ ୪୨,୦୦୦ ମୂଲ୍ୟାୟନ କୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଡିଜିଟାଲ ଜୀବନ ଅସନ୍ତୁଳନ ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କ ପାଖରେ ଡିଜିଟାଲ ଲାଇଫ ବାଲାନ୍ସ ରହିଛି। ୫୦% ଲୋକ ‘ଖରାପ’ ଶ୍ରେଣୀରେ ପଡ଼ୁଥିବା ବେଳେ ଅନ୍ୟ ୧୦% ଲୋକଙ୍କର ଡିଜିଟାଲ୍ ଜୀବନ ସନ୍ତୁଳନ ‘ପର୍ଯ୍ୟାପ୍ତ’ ରହିଛି। ମାନସିକ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ…

Read More