Author: Ayesha Debnath

Juliet Rose: ଆମେ ସମସ୍ତେ ବିଭିନ୍ନ ପ୍ରକାର ଗୋଲାପ ଦେଖିଛେ । ଆଜି ବି ଆମେ ଆମ ମନର ଭାବନା ତଥା ଆମ ଭଲପାଇବାକୁ ପ୍ରକାଶ କରିବା ପାଇଁ ଗୋଲାପ ଫୁଲ ଦେଇଥାଉ। ଧଳା, ଲାଲ, ଗୋଲାପୀ, ହଳଦୀଆ ସହ ନାନା ରଙ୍ଗର ଫୁଲ ଆମ ମନକୁ ଖୁସି ଦେଇଥାଏ । ଏମିତି ତ ବଜାରରେ 20 ରୁ 50 ଟଙ୍କା ଭିତରେ ଆମକୁ ଗୋଲାପ ଫୁଲ ମିଳିଯାଏ । ହେଲେ ଆପଣ ଦୁନିଆର ସବୁଠାରୁ ଦାମୀ ଏବଂ ଅତ୍ୟନ୍ତ ସୁନ୍ଦର ଗୋଲାପ ଫୁଲ ବିଷୟରେ ଜାଣିଛନ୍ତି କି ? ଜୁଲିଏଟ୍ ରୋଜ୍ ହେଉଛି ଦୁନିଆର ସବୁଠାରୁ ଦାମୀ ଏବଂ ଅତ୍ୟନ୍ତ ସୁନ୍ଦର ଗୋଲାପ । ଏହାର ଦାମ ଏତେ ଅଧିକ ଯେ, ଜଣେ ସାଧାରଣ ଲୋକ ଏହାକୁ କିଣିବା ପାଇଁ ଚିନ୍ତା ମଧ୍ୟ କରିପାରନ୍ତି ନାହିଁ। କୁହାଯାଏ ଯେ ପ୍ରସିଦ୍ଧ ଫ୍ଲୋରିଷ୍ଟ ଡେଭିଡ୍ ଅଷ୍ଟିନ ଏହାକୁ ବିକଶିତ କରିବା ପାଇଁ…

Read More