Author: Ayesha Debnath

Pahalgam Terror Attack: ପହଲଗାମ ଆତଙ୍କବାଦୀ ଆକ୍ରମଣର ବିରୋଧରେ ଭାରତର ସିନ୍ଧୁ ଜଳ ଚୁକ୍ତିରୁ ପଛକୁ ହଟିବା ଘୋଷଣ ପରେ, ପାକିସ୍ତାନ ଏହାକୁ ତା ବିରୋଧରେ ଯୁଦ୍ଧ ଘୋଷଣା ବୋଲି କହିଛି। ପାଲଟା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ୧୯୭୧ ଯୁଦ୍ଧ ପରେ ହୋଇଥିବା ଶିମଲା ଚୁକ୍ତି ସମେତ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି। ଏବେ ମନରେ ଏହି ପ୍ରଶ୍ନ ଉଠୁଛି ଯେ ଶିମଲା ଚୁକ୍ତି କ’ଣ ଏବଂ ଏଥିରୁ ପଛକୁ ହଟିବା ଦ୍ୱାରା ପାକିସ୍ତାନକୁ କ’ଣ ଲାଭ ମିଳିବ ? ଶିମଲା ଚୁକ୍ତିରୁ ପଛକୁ ହଟି ପାକିସ୍ତାନ ନିଜ ପାଦରେ କୁଠାର ମାରିବା ବ୍ୟତୀତ ଆଉ କିଛି କରିନାହିଁ। ଅଳ୍ପ ଶବ୍ଦରେ କହିବାକୁ ଗଲେ ପାକିସ୍ତାନ ଭାରତକୁ ପାକ୍ ଅଧିକୃତ କଶ୍ମୀର (PoK) କୁ ଭାରତରେ ମିଶାଇବାର ସୁଯୋଗ ଦେଇଛି। ଆସନ୍ତୁ, ଏବିଷୟରେ ବିସ୍ତୃତ ଭାବେ ଜାଣିବା। ଶିମଲା ଚୁକ୍ତି କ’ଣ? ଶିମଲା ଚୁକ୍ତି ୧୯୭୨…

Read More