Author: Ayesha Debnath

Mangala Vrat: ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରାଯାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ । ସଙ୍କଟ ମୋଚନ ତାଙ୍କ ସମସ୍ତ ଭକ୍ତଙ୍କ ଜୀବନରୁ ସଙ୍କଟ ଦୂର କରିବା ସହ ସୁରକ୍ଷା ପ୍ରଦାନ କରିଥାଆନ୍ତି । ତେବେ ମଙ୍ଗଳବାର ଦିନ କରୁଥିବା ମଙ୍ଗଳ ବ୍ରତର ବିଶେଷ ମାନ୍ୟତା ରହିଛି । ତେଣୁ ହନୁମାନଙ୍କ ଭକ୍ତମାନେ ମଙ୍ଗଳବାର ଦିନ ତାଙ୍କୁ ପୂଜା କରିଥାଆନ୍ତି। ଯଦି ଆପଣ ମଧ୍ୟ ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତି କିମ୍ବା ମଙ୍ଗଳବାର ଦିନ ଉପବାସ ରଖନ୍ତି, ତେବେ ଆପଣଙ୍କୁ ଏହା ସହିତ ଜଡିତ ନିୟମ ଜାଣିବା ଅବଶକ ଅଟେ। ସଙ୍କଟମୋଚାନ ହନୁମାନଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ସର୍ବୋତ୍ତମ ଦିନ। ଯଦି ଆପଣ ମଙ୍ଗଳବାର ଉପବାସ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣ ଯେ କୌଣସି ମାସର ଶୁକ୍ଲ ପକ୍ଷର ମଙ୍ଗଳବାର…

Read More