Author: Ayesha Debnath

Bhubaneswar: ଓଡ଼ିଶା ସରକାରଙ୍କ ଅଧିନରେ ଦାୟିତ୍ୱ ବିହୀନ ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆଜି ସକାଳେ ଏକ ସ୍ୱତନ୍ତ୍ର ୮ ଜଣିଆ ଦଳ ତାଙ୍କୁ ପଚରା ଉଚୁରା କରୁଥିବା ସୂଚନା ମିଳିଛି। ଦୁଇମାସ ତଳେ ବ୍ରିଜ୍‍ ଓ ରୁଫ୍‍ କମ୍ପାନୀର ଗ୍ରୁପ୍‍ ପରିଚାଳନା ନିର୍ଦ୍ଦେଶକଙ୍କୁ ଲାଞ୍ଚ କାରବାରରେ ତାଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ହୋଇଥିଲା। ୧୯୯୫ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଶ୍ରୀ ସେଠୀ ସେତେବଳେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଅନୁସୂଚିତ ଜାତି ଜନଜାତି, ସଂଖ୍ୟାଲଘୁ ବିକାଶ ବିଭାଗର କମିଶନର ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଏହି ସମୟରେ କଲିକତାରେ ଥିବା ବ୍ରିଜ୍‍ ଓ ରୁଫ୍‍ କମ୍ପାନୀର ଗ୍ରୁପ୍‍ ଏମ୍ଡିୁ ଚଞ୍ଚଳ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ଭୁବନେଶ୍ୱରର ଏକ ହୋଟେଲ୍ରୁ‍ ଟଙ୍କା ସହ ଗିରଫ କରିଥିଲେ ସିବିଆଇ ଅଧିକାରୀ। ଜଣେ ରିଅଲ ଇଷ୍ଟେଟ…

Read More