Author: Ayesha Debnath

‘India’s Got Latent’: ‘ଇଣ୍ଡିଆ ଗଟ୍ ଲାଟେଣ୍ଟ’ ବିବାଦ ବଢ଼ିବାରେ ଲାଗିଛି । ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ପ୍ରତିଯୋଗୀଙ୍କୁ ଏକ ଅଶାଳୀନ ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ଖୁବ ଟ୍ରୋଲ କରାଯିବା ସହ ମାମଲା ଥାନାରେ ପହଞ୍ଚିଥିଲା । ମୁମ୍ବାଇ ପୋଲିସ ଏହି ମାମଲା ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ମହାରାଷ୍ଟ୍ର ସାଇବର ସେଲ୍, ମୁମ୍ବାଇ ପୁଲିସ ଏବଂ ଆସାମ ପୁଲିସ ଆଲ୍ଲାବାଦିଆ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପରେ ସେମାନଙ୍କୁ ସମନ ଜାରି କରିଥିଲେ । ରଣବୀର ଆଲ୍ଲାବାଦିଆଙ୍କ ପକ୍ଷରୁ ଆଇନଜୀବୀ ଅଭିନବ ଚନ୍ଦ୍ରଚୂଡ଼ ମାମଲାର ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନା ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିବା ସହ କହିଥିଲେ ଯେ ପ୍ରକ୍ରିୟା ଅନୁଯାୟୀ ମାମଲାର ଶୁଣାଣି କରାଯିବ। ବର୍ତ୍ତମାନ ଏହି ମାମଲାରେ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ସୋ’ରେ ଦିଆଯାଇଥିବା…

Read More