Author: Ayesha Debnath

Cyber Fraud: ଆଜିକାଲି ସୋସିଆଲ ମିଡ଼ିଆରେ ବ୍ୟବସାୟ କରିବା ଅତି ସହଜ ହୋଇ ଯାଇଛି। ଆପଣ ଡ୍ରେସ ବ୍ୟବସାୟ କରନ୍ତୁ କି ଖାଇବା, ସୋସିଆଲ ମିଡିଆରେ ଆପଣ ଅତି ସହଜରେ କିଣା ବିକା କରି ପାରିବେ। ସେହିପରି ସୋସିଆଲ ମିଡ଼ିଆ ଠକ ମାନଙ୍କର ମଧ୍ୟ ମନପସନ୍ଦର ଜାଗା ହୋଇଯାଇଛି ସାଇବର ଠକେଇ କରିବାର। ବର୍ତ୍ତମାନ ସୋସିଆଲ ମିଡ଼ିଆ ଖୋଲିଲେ ଭାଗ୍ୟଫଳ ବା ଜ୍ୟୋତିଷ ଶାସ୍ତ୍ର ବିଷୟରେ ଅନେକ ବିଜ୍ଞାପନ ଦେଖିବାକୁ ମିଳେ । ଯିଏ ଆପଣଙ୍କ ବିବାହ, ଚାକିରୀ, ପରିବାର ଠୁ ଆରମ୍ଭ କରି ସମସ୍ତ ସମସ୍ୟାର ସମାଧାନ ଦେବେ ବୋଲି କହିଥାନ୍ତି । ଯାହା ଉପରେ ଅନେକ ଲୋକ ବିଶ୍ୱାସ କରି ଅନେକ ଆପ୍ ଫୋନରେ ଇନଷ୍ଟଲ କରିଥାନ୍ତି । ଯାହା ଫଳରେ ଅନେକ ଲୋକ ଠକାମିର ଶିକାର ହୋଇଥାନ୍ତି । ଆଜିକାଲି ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ନିକଟରେ ଏକ ସମାନ ମାମଲା ସାମ୍ନାକୁ ଆସିଛି,…

Read More