Author: Ayesha Debnath

Chhaava: ବର୍ତ୍ତମାନ ଭିକି କୌଶଲଙ୍କ ଫିଲ୍ମ ‘ଛାବା’ ଚର୍ଚ୍ଚାରେ ଅଛି । ଛତ୍ରପତି ଶିବାଜୀଙ୍କ ପୁତ୍ର ସମ୍ଭାଜୀଙ୍କ ସାହସ,ତ୍ୟାଗ ଓ ବଳିଦାନର କାହାଣୀ କହୁଛି ଛାବା । ଏହା ସହିତ ଔରଙ୍ଗଜେବର ହିନ୍ଦୁ ବିରୋଧୀ ମନୋଭାବ କେତେ ଭୟଙ୍କର ଥିଲା ଓ ନିଷ୍ଠୁରତାରେ ସେ କିପରି ସବୁ ସୀମା ଟପିଥିଲା, ସେକଥାକୁ ନେଇ ଦୌଡ଼ୁଛି ଫିଲ୍ମର ପଟ୍ଟକଥା । ସାମ୍ଭାଜୀଙ୍କ ପ୍ରତି ନିର୍ଯାତନାର ଦୃଶ୍ୟ ଦେଖି ସିନେମା ହଲରେ ଦର୍ଶକ କାନ୍ଦୁଥିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯଦିଓ ଏହି ଚଳଚ୍ଚିତ୍ର ସହିତ ଐତିହାସିକମାନଙ୍କର ମତଭେଦ ରହିଛି, କିନ୍ତୁ ଆପଣ ଜାଣନ୍ତି କି ପ୍ରକୃତରେ କିଏ ଇତିହାସରେ ଦୁନିଆର ସବୁଠାରୁ ନିଷ୍ଠୁର ଶାସକ ଭାବରେ ବିବେଚନା କରାଯାଏ? ସମଗ୍ର ବିଶ୍ୱରେ ଜଣଙ୍କଠୁ ଜଣେ ନିଷ୍ଠୁର ଶାସକ ଅଛନ୍ତି ଏବଂ ମହିଳା ଶାସକମାନେ ଏହି ତାଲିକାରେ ପଛରେ ନାହାନ୍ତି। ମହିଳା ଶାସକମାନେ ମଧ୍ୟ ନିଜ ନିଷ୍ଠୁରତାର ପତାକା ଉତ୍ତୋଳନ କରିଛନ୍ତି। ଏହି…

Read More