Author: Ayesha Debnath

Kailash: କୈଳାସ ପର୍ବତକୁ ଭଗବାନ ଶିବଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ । କୁହାଯାଏ ଭଗବାନ ଶିବ ତାଙ୍କ ପରିବାର ସହିତ ଏଠାରେ ରୁହନ୍ତି । ଅନେକ ଲୋକ ଏହି ପର୍ବତ ଚଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ସଫଳ ହୋଇ ପାରିନାହାନ୍ତି । କୈଳାଶ ଚଢିବା ବେଳେ ଦୁର୍ବଳତା ଅନୁଭବ ହୁଏ କିମ୍ବା ହୃଦସ୍ପନ୍ଦନ ବଢିଯାଏ ବୋଲି ଏହି ଶୃଙ୍ଘ ଚଢିବା ପାଇଁ ଚେଷ୍ଟା କରିଥିବା ବ୍ୟକ୍ତିମାନେ କୁହନ୍ତି । ଏମିତି କି ଏଠାରେ ପହଞ୍ଚିବା ପରେ ଲୋକମାନେ ବୟସ ବଢ଼ିବା ଆରମ୍ଭ କରିଦିଏ ବୋଲି ବିଶ୍ୱାସ ରହିଛି। ଏଭଳି ପରିସ୍ଥିତିରେ କୈଳାସ ପର୍ବତରେ ଚଢ଼ିପାରୁଥିବା ବିଶ୍ୱର ଏକମାତ୍ର ବ୍ୟକ୍ତି କିଏ ତାହା ଜାଣିବା ବାସ୍ତବରେ କୌତୂହଳର ବିଷୟ । କୈଳାଶ ଚଢିଥିବା ଜଣେ ମାତ୍ର ବ୍ୟକ୍ତି ତିବ୍ବତର ଜଣେ ସାଧୁ ଦୁନିଆର ଏକମାତ୍ର ବ୍ୟକ୍ତି ଯିଏ କୈଳାଶ ଆରୋହଣ କରିଥିଲେ ବୋଲି ବିଶ୍ୱାସ ରହିଛି । ଏହି ସାଧୁଙ୍କ…

Read More