Author: Ayesha Debnath

Mohammad Rizwan: ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରିଜୱାନଙ୍କ ନେତୃତ୍ୱରେ ପାକିସ୍ତାନୀ ଟିମ୍ ଚମ୍ପିଆନ୍ସ ଟ୍ରଫିରୁ ଲଜ୍ଜାଜନକ ଭାବେ ବିଦାୟ ନେଇଛି । ପାକିସ୍ତାନୀ ଟିମ୍ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିବା ପାକିସ୍ତାନୀଙ୍କୁ ବ୍ୟଥିତ କରିଥିବା ବେଳେ ଖେଳ ବାଦ ଅଲଗା ବିଷୟକୁ ନେଇ ଏବେ ପାକିସ୍ତାନୀ ଟିମ୍ ଓ ଏହାର କ୍ୟାପ୍ଟେନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ପାକିସ୍ତାନ ଓପନର ଇମାମ-ଉଲ-ହକଙ୍କ ପଡକାଷ୍ଟର ଏକ କ୍ଲିପ୍ ଭାଇରାଲ ହୋଇଥିଲା। ଏହି କ୍ଲିପ୍ ରେ ସେ ରିଜୱାନଙ୍କ ବିଷୟରେ ବହୁତ କିଛି କହୁଛନ୍ତି । ରିଜୱାନଙ୍କ ସହ ଜଡ଼ିତ ଏଭଳି ଆଉ ଏକ କାହାଣୀ ହେଉଛି ସେ ପିଏସଏଲରେ ଖେଳାଳିଙ୍କୁ କୁରାନ ବଣ୍ଟନ କରିଥିଲେ । ଉଦ୍ଦେଷ୍ୟ ଥିଲା ଇସଲାମର ପ୍ରଚାର । ରିଜୱାନ କାହାକୁ ଦେଇଥିଲେ କୁରାନ ଉପହାର ? ମହମ୍ମଦ ରିଜୱାନ ଥରେ ମାଥ୍ୟୁ ହେଡେନଙ୍କୁ ଉପହାର ସ୍ୱରୂପ…

Read More