Author: Ayesha Debnath

Olive Ridley Turtle: ରେକର୍ଡ କଲା ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ। ଋଷିକୁଲ୍ୟା ନଦୀ ମୁହାଣରେ ପ୍ରାୟ ୭ ଲକ୍ଷ ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ। ୮ ଦିନରେ ୬ ଲକ୍ଷ ୯୮ ହଜାରରୁ ଅଧିକ କଇଁଛ ଦେଲେ ଅଣ୍ଡା। ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଚଳିତବର୍ଷ ସର୍ବକାଳୀନ ରେକର୍ଡ଼ କରିଛି ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ। ପ୍ରଥମଥର ପାଇଁ ଋଷିକୁଲ୍ୟା ନଦୀ ମୁହାଣରେ ଦିନ ତମାମ କୂଳରେ ପହଁଚି କଇଁଛ ଅଣ୍ଡା ଦେଇଥିଲେ । ଏକ ସପ୍ତାହରେ ଋଷିକୁଲ୍ୟା ନଦୀ ମୁହାଣରେ ଆସିଛନ୍ତି ୭ ଲକ୍ଷ କଇଁଛ । ଅନୁକୂଳ ପରିବେଶ, ନରମ ମାଟି ଏବଂ ବନ ବିଭାଗର ପ୍ରସ୍ତୁତି ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛଙ୍କ ଓଡ଼ିଶା ଆଗମନ ହୋଇଛି । ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଚଳିତବର୍ଷ ବିରଳ ପ୍ରଜାତିର ଅଲିଭ…

Read More