Author: Ayesha Debnath

Pakistan: ସବୁ କ୍ଷେତ୍ରରେ ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ଛଦ୍ମ ଯୁଦ୍ଧର ଏକ ନୂଆ ମାର୍ଗ ସୃଷ୍ଟି କରିଛି। ଏବେ ପାକିସ୍ତାନ ବାଂଲାଦେଶ ଦେଇ ଭାରତକୁ ହଇରାଣ କରିବାକୁ ଚେଷ୍ଟା କରୁଛି। ଢାକା ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇର ନୂଆ ବେସ୍ ହେବ ବୋଲି ପୂର୍ବରୁ ଯେଉଁ ଆଶଙ୍କା କରାଯାଉଥିଲା ତାହା ଧିରେଧିରେ ସତ ହେଲାଣି। ସଦ୍ୟତମ ରିପୋର୍ଟରୁ ଜଣାପଡିଛି ଯେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମାଧ୍ୟମରେ ଭାରତରେ ହିଂସା ସୃଷ୍ଟି କରିବାକୁ ପାକିସ୍ତାନ ଯୋଜନା ପ୍ରସ୍ତୁତ କରୁଛି । ସିଏନ୍ଏନ୍-ନ୍ୟୁଜ୍ ୧୮ ର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟର ଫାଇଦା ଉଠାଇ ପାକିସ୍ତାନ ବାଂଲାଦେଶୀ ଜିହାଦୀ ଗୋଷ୍ଠୀଙ୍କ ଜରିଆରେ ଭାରତର ଉତ୍ତର-ପୂର୍ବ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି। ପାକିସ୍ତାନ, ବାଂଲାଦେଶ ଦେଇ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପ୍ରବେଶ କରାଇବାକୁ ଉଦ୍ୟମ କରୁଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଇଏସଆଇ…

Read More