Author: Ayesha Debnath

World War II : ଦ୍ୱିତୀୟ ବିଶ୍ୱଯୁଦ୍ଧର ଇତିହାସର ଫର୍ଦ୍ଦ ଭିତରେ ଲୁଚି ରହିଛି ଏମିତି ଅନେକ କଳା ସତ ଯାହା ଛାତିଥରାଇ ଦିଏ । ଯୁଦ୍ଧର ଘନଘଟା ଭିତରେ କେବଳ ଲକ୍ଷଲକ୍ଷ ସୈନିକ ଅଥବା ସାଧାରଣ ନାଗରିକ ମରୁନଥିଲେ । ଲକ୍ଷାଧିକ ମହିଳା ଏହି କାଳଖଣ୍ଡରେ ଯୁଦ୍ଧକ୍ଷେତ୍ରରେ ପାଲଟି ଯାଇଥିଲେ ଯୌନଦାସୀ । ଜାପାନରେ ଯଦି ସେମାନଙ୍କ ନାମ କମ୍ଫର୍ଟ ଓମେନ୍ ଥିଲା ତେବେ ଜର୍ମାନୀ ସୈନିକଙ୍କ ପାଇଁ ’ବେହରମାଚଟ-ବୋର୍ଡେଲ’ ବା ବେଶ୍ୟାଳୟ ତିଆରି କରିଥିଲା ନାଜି ଜର୍ମାନୀ । ମହିଳାଙ୍କ ବିରୋଧରେ ଅତ୍ୟାଚାରରେ ମିତ୍ରଦେଶ ମଧ୍ୟ ପଛରେ ନଥିଲେ । ସେମାନଙ୍କ ବିରୋଧରେ ମଧ୍ୟ ନାରୀ ନିର୍ଯ୍ୟାତନାର ଅଭିଯୋଗ ଆସିଥିଲା । କିନ୍ତୁ ବିଜେତାର ଇତିହାସ ଭଳି ଇତିହାସ ପୃଷ୍ଠାରେ ଆମେରିକା ଓ ମିତ୍ର ଦେଶଙ୍କ ନାରୀ ନିର୍ଯାତନା କଥା କମ ଆଲୋଚିତ ହୁଏ । ଯୁଦ୍ଧ କାଳରେ ଜାପାନ ଯେଉଁଭଳି ଭାବେ ଚୀନ,କୋରିଆ,ଫିଲିପାଇନ୍ସ ଭଳି ଦେଶର ଲକ୍ଷ…

Read More