Author: Ayesha Debnath

Student Leader Nahid Islam: ବାଂଲାଦେଶକୁ ଶୁଭେଛା ଦିଅନ୍ତୁ । କାରଣ ବାଂଲାଦେଶକୁ ମିଳିଛନ୍ତି କେଜ୍ରିୱାଲଙ୍କ ନୂଆ ଭର୍ସନ । ଆନ୍ଦୋଳନଜିବୀ କେଜ୍ରିୱାଲଙ୍କ ଭଳି ବାଂଲାଦେଶର ଏହି କେଜ୍ରିୱାଲ ମଧ୍ୟ ଗୋଟିଏ ଆନ୍ଦୋଳନରୁ ଜନ୍ମ ନେଇଛନ୍ତି । କିନ୍ତୁ ସମସ୍ୟା ହେଉଛି ଭାରତୀୟ କେଜ୍ରିୱାଲଙ୍କ ଭଳି ବାଂଲାଦେଶୀ କେଜ୍ରିୱାଲଙ୍କ ପାଖରେ ସମସ୍ୟାର ଲମ୍ବା ତାଲିକା ଅଛି କିନ୍ତୁ ସମାଧାନ ନାହିଁ । ମାନେ, ରୋଗର କାରଣ ତ’ ତାଙ୍କୁ ଜଣା କିନ୍ତୁ ନିଦାନ ଜଣାନାହିଁ । ଭାରତୀୟ କେଜ୍ରିୱାଲ ଏକଦା ଗର୍ବର ସହିତ କହିଥିଲେ, ହଁ ମୁଁ ଅରଜକତାବାଦୀ । ବାଂଲାଦେଶୀ କେଜ୍ରିୱାଲ ନିଜକୁ ଅରାଜକତାବାଦୀ ବୋଲି କହିନଥିଲେ ମଧ୍ୟ ବାଂଲାଦେଶରେ ଗଲା ଅଗଷ୍ଟ ମାସଠାରୁ ଜାରି ଅରଜକତା ପାଇଁ ନିଶ୍ଚୟ ସେ ହିଁ ଦାୟୀ । ଏତେ ଉପକ୍ରମଣିକାର କାରଣ ହେଉଛି ବାଂଲାଦେଶୀ କେଜ୍ରିୱାଲ ମଧ୍ୟ ନିଜ ପାଇଁ ଗୋଟିଏ ଦଳ ଗଢିଛନ୍ତି। ଆସନ୍ତୁ ଜାଣିବା ଏହି ବାଂଲାଦେଶୀ କେଜ୍ରିୱାଲ…

Read More