Author: Ayesha Debnath

Subhadra: ସୁଭଦ୍ରାରୁ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଯେଉଁମାନଙ୍କୁ ମିଳିନି ଟଙ୍କା ତାଙ୍କ ପାଇଁ ହେବ ଡୋର ଟୁ ଡୋର ହେବ ସର୍ଭେ। ସୁଭଦ୍ରା ଯୋଜନରୁ ବଞ୍ଚିତ ରହିଥିବା ହିତାଧିକାରୀଙ୍କ ପାଇଁ ବଡ଼ ପଦକ୍ଷେପ ନେବେ ସରକାର । ଏହି ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଆବେଦନ କାରୀଙ୍କ ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ । ଫିଲଡ ଭେରିଫିକେସନ ପରେ ସମସ୍ତଙ୍କୁ ରକ୍ଷା ବନ୍ଧନରେ ଏକସଙ୍ଗେ ୩ଟି କିସ୍ତି ମିଳିବ । ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ହୋଇଥିବେ ସେମାନଙ୍କୁ ଏକାଥରେ ତିନୋଟି କିସ୍ତି ପାଇବେ…

Read More