Author: Ayesha Debnath

India vs Australia Semi-Final: India vs Australia Semi-Final: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲ୍ ପାଇଁ ଟିକେଟ୍ କାଟିଛି ଟିମ୍ ଇଣ୍ଡିଆ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ମାର୍ଚ୍ଚ ୯ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ। ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିଛି। ଏଭଳି ପରିସ୍ଥିତିରେ ସେମିଫାଇନାଲ ବିଜୟ ପରେ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଗୋଟିଏ ପ୍ରଶ୍ନକୁ ନେଇ କିଛି ବ୍ୟକ୍ତିଙ୍କ ଉପରେ ବର୍ଷିଛନ୍ତି । ଗୋଟିଏ ସ୍ଥାନରେ ଖେଳିବାର ଫାଇଦା ଟିମ୍ ଇଣ୍ଡିଆକୁ ମିଳୁଛି କି? ଦୁବାଇର ପିଚ୍ ଏବଂ ପରିସ୍ଥିତିରୁ ତାଙ୍କ ଟିମ୍ ଉପକୃତ ହେଉଛି କି? ଏବଂ, ଏତେ ସଂଖ୍ୟକ ସ୍ପିନରଙ୍କୁ ଖେଳାଇବା ମଧ୍ୟ ଦୁବାଇ ଷ୍ଟାଡିୟମ କାରଣରୁ ବୋଲି କିଛି ବ୍ୟକ୍ତି ଲଗାତର କହି ଆସୁଛନ୍ତି । ଯାହାକୁ ନେଇ ଗମ୍ଭୀର ତାଙ୍କ ଅନ୍ଦାଜରେ ସମାଲୋଚକଙ୍କ ଉପରେ ବର୍ଷିଛନ୍ତି । ଦୁବାଇ ଆମ…

Read More