Author: Ayesha Debnath

Donald Trump: ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧରୁ କିପରି ରକ୍ଷା ପାଇବେ? ଏହି ପ୍ରଶ୍ନ ଆଜିକାଲି ସମସ୍ତଙ୍କ ମନରେ ରହିଛି। ଟ୍ରମ୍ପ ଆମଦାନୀ ଶୁଳ୍କ ବୃଦ୍ଧି କରୁଛନ୍ତି। ଅନେକ ଦେଶ ଓ ସାମଗ୍ରୀ ଉପରେ ଏହି ଶୁଳ୍କ ଲାଗୁ କରାଯାଉଛି। ମାର୍ଚ୍ଚ ୪ ରୁ ଆମେରିକା ମେକ୍ସିକୋରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୫ ପ୍ରତିଶତ, କାନାଡାରୁ ଶକ୍ତି ଆମଦାନୀ ଉପରେ ୧୦ ପ୍ରତିଶତ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଏବଂ ଚାଇନା ଉତ୍ପାଦ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ମାର୍ଚ୍ଚ ୧୨ରୁ ଆମେରିକାର ସମସ୍ତ ଦେଶରୁ ଆସୁଥିବା ଇସ୍ପାତ ଓ ଆଲୁମିନିୟମ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବ। ଏହାପରେ ଏପ୍ରିଲ ୨ରୁ ସାରା ବିଶ୍ୱରୁ ଆସୁଥିବା କୃଷି ଜାତ ଦ୍ରବ୍ୟ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ ହେବ । ଏହାପରେ ଆମେରିକା ତା’ର ‘ପାରସ୍ପରିକ ଶୁଳ୍କ ସ୍କିମ୍’ ଅଧୀନରେ ଅଧିକ ଶୁଳ୍କ…

Read More