Author: Ayesha Debnath

Lalu prasad yadav: ତିନି ଦଶନ୍ଧିର ବିହାର ରାଜନୀତି ମାତ୍ର ଦୁଇ ଜଣଙ୍କ ଚାରିପଟେ ଘୁରୁଛି । ନୀତୀଶ କୁମାର ଓ ଲାଲୁ ପ୍ରସାଦ । ବିହାର ରାଜନୀତିରେ ଦୁହେଁ କେତେବେଳେ ବନ୍ଧୁ ତ କେତେବେଳେ ଶତ୍ରୁ। ଏକ ସମୟ ଥିଲା ଯେତେବେଳେ ଦୁହେଁ ବନ୍ଧୁ ଥିଲେ । ଲାଲୁ ଦାବି କରିଛନ୍ତି ଯେ ସେ ନୀତୀଶଙ୍କୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ କରିଥିଲେ । ଲାଲୁଙ୍କ ଏହି ଦାବି ପରେ ଏବେ ଦୁହିଁଙ୍କ ସମ୍ପର୍କ କଥାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଆଲୋଚନା ହେଉଛି । ଲାଲୁ ଓ ନୀତୀଶଙ୍କ ମଧ୍ୟରେ ରାଜନୈତିକ ବନ୍ଧୁତା ଓ ଶତ୍ରୁତାର ଲମ୍ବା ଯାତ୍ରା ରହିଛି । ଉଭୟ ପରସ୍ପର ଉପରକୁ ବାକ୍ୟ ତୀର ମାଡ଼ କରନ୍ତି ଓ ପୁଣି କେତେବେଳେ ଦୁହେଁ ପରସ୍ପରର ପ୍ରଶଂସାରେ ପୋତି ପକାନ୍ତି । ସେମାନେ ପରସ୍ପରର ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । କିଛି ବର୍ଷ ତଳେ…

Read More