Author: Ayesha Debnath

Elon Musk: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ୟୁକ୍ରେନକୁ ଧମକ ଦେଇ କହିଛନ୍ତି ଯେ ଯଦି ସେ ତାଙ୍କ ରିମୋଟ୍ ଚିପିବେ ତେବେ ୟୁକ୍ରେନରେ ସବୁ ବରବାଦ ହେଇଯିବ । ଆଗରୁ ରାଷ୍ଟ୍ରପତି ଟ୍ରମ୍ପ ଜେଲେନେସ୍କିଙ୍କୁ ଜୋରଜବରଦସ୍ତ ଆଲୋଚନା ଟେବୁଲ ଉପରକୁ ଆଣିବାକୁ ଧମକ ଦେଉଥିଲେ । ଏବେ ଏଲନ ମସ୍କ ଧମକ ଦେବା ଆରମ୍ଭ କଲେଣି । ତେବେ ପ୍ରଶ୍ନ ହେଲା ମସ୍କଙ୍କ ପାଖରେ ଏମିତି କ’ଣ ଅଛି.,ଯାହାକୁ ନେଇ ଜେଲେନେସ୍କିଙ୍କୁ ଧମକ ଦେଉଛନ୍ତି । ଷ୍ଟାର ଲିଙ୍କ୍ ମସ୍କ ତାଙ୍କ ଷ୍ଟାରଲିଙ୍କକୁ ମାଧ୍ୟମ କରି ୟୁକ୍ରେନକୁ ଏଭଳି ଧମକ ଦେଉଛନ୍ତି । ସେ କହିଛନ୍ତି ଯେ,ଯଦି ସେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ବ୍ୟବସ୍ଥାକୁ ବନ୍ଦ କରିଦିଅନ୍ତି, ତେବେ ଖୁବ୍ କମ୍ ସମୟ ମଧ୍ୟରେ ୟୁକ୍ରେନ୍ ସେନାର ସମଗ୍ର ଫ୍ରଣ୍ଟ ଲାଇନ୍ ଭୁଶୁଡ଼ି ପଡ଼ିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୋଟିପତି ପରାମର୍ଶଦାତା ଏଲନ୍ ମସ୍କ ୟୁକ୍ରେନର ଶ୍ରେଷ୍ଠ…

Read More