Author: Ayesha Debnath

Jaishankar: ସମର୍ପଣ କରିବାକୁ ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନରେ ଆବେଦନ କରିଥିଲେ। କୁହାଯାଉଥିଲା ଯେ ଲଳିତ ମୋଦୀ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପଦେଶ ଭାନୁଆତୁର ନାଗରିକତ୍ୱ ହାସଲ କରିଛନ୍ତି। ସେ ଗୋଲ୍ଡେନ୍ ପାସପୋର୍ଟ ହାସଲ କରିଥିଲେ। ତେବେ ପରଦିନ ଖବର ଆସିଥିଲା ଯେ ଭାନୁଆତୁର ପ୍ରଧାନମନ୍ତ୍ରୀ ଜୋଥାମ ନପାଟ ଲଳିତ ମୋଦିଙ୍କ ପାସପୋର୍ଟ ରଦ୍ଦ କରିବାକୁ ନାଗରିକତା ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୋଦି ମାର୍ଚ୍ଚ ୭ ରେ ନିଜର ଭାରତୀୟ ପାସପୋର୍ଟ ସମର୍ପଣ କରିବାକୁ ଆବେଦନ କରିଥିଲେ ଏବଂ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏଭଳି ଆବେଦନ କରାଯାଇଥିବା କଥାକୁ ନିଶ୍ଚିତ କରିଥିଲା । ତେବେ ଏମିତି କ’ଣ ହେଲା ଯେ, ଭାନୁଆତୁ ତାଙ୍କୁ ନାଗରିକତା ପ୍ରଦାନ କରିବା ପରେ ମନ ପରିବର୍ତ୍ତନ କରି,ତାଙ୍କ ନାଗରିକତାକୁ ବାତିଲ କରିଦେଲା ? ଏହା ପଛରେ କ’ଣ ଭାରତ ସରକାର ଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ହାତ ରହିଛି କି ? କେମିତି…

Read More