Author: Ayesha Debnath

FHRAI: ହୋଟେଲରେ ଖାଦ୍ୟ ଓ ପାନୀୟ ସେବା ଉପରେ ଜିଏସଟିକୁ ରୁମ୍ ଭଡ଼ାରୁ ଅଲଗା କରିବାକୁ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ୍ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଫ୍ଏଚ୍ଆରଏଆଇ) ଦାବି କରିଛି। FHRAI କର୍ତ୍ତୃପକ୍ଷଙ୍କୁ ଏକାଧିକ ଥର ନିବେଦନ କରିଥିଲେ। ହୋଟେଲ ରୁମ୍ ଭଡ଼ା ସହ ଖାଦ୍ୟ ଓ ପାନୀୟ ଉପରେ ଯେଉଁ ଟିକସ ଯୋଡ଼ାଯାଉଛି ତାହା ଅନ୍ୟାୟ ଏବଂ ସମସ୍ୟାଜନକ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ବର୍ତ୍ତମାନର ଜିଏସଟି ନିୟମ ଅନୁଯାୟୀ, ଯଦି ହୋଟେଲ ରୁମ୍ ର ମୂଲ୍ୟ ୭,୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ, ତେବେ ଖାଦ୍ୟ ଏବଂ ପାନୀୟ ଉପରେ ୧୮% ଜିଏସ୍ ଟି ଲାଗୁ ହେବ, ଯାହା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ପାଇଁ ଅନୁମତି ଦେଇଥାଏ। ଯଦି ରୁମ୍ ଭଡ଼ା ୭,୫୦୦ ଟଙ୍କାରୁ କମ୍ ହୁଏ, ତେବେ ଖାଦ୍ୟ ଓ ପାନୀୟ ଉପରେ ୫% ଜିଏସ୍ଟି ଲାଗୁ ହେବ, ଯେଉଁଥିରେ ଆଇଟିସିର କୌଣସି ଲାଭ…

Read More