Author: Ayesha Debnath

Gold Price in Dubai: ଦୁବାଇର ସୁନା ବଜାର ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହା ଦୀର୍ଘ ଦିନ ଧରି ସୁନା କାରବାରର ଏକ କେନ୍ଦ୍ର ହୋଇ ରହିଛି। ଭାରତ ତୁଳନାରେ ଦୁବାଇରେ ସୁନା ଦର କମିବା ପଛରେ ଅନେକ କାରଣ ରହିଛି। କନ୍ନଡ ଅଭିନେତ୍ରୀ ରଣୟା ରାଓ ନିକଟରେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ୧୪.୮ କିଲୋଗ୍ରାମ ସୁନା ସହ ଗିରଫ ହୋଇଥିଲେ। ଦୁବାଇ ଏବଂ ଭାରତ ମଧ୍ୟରେ ସୁନା ଚୋରା ଚାଲାଣ ଏବଂ ଉଭୟ ଦେଶର ମୂଲ୍ୟ ପାର୍ଥକ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବରିଷ୍ଠ ଆଇପିଏସ୍ ଅଫିସର ରାମଚନ୍ଦ୍ର ରାଓଙ୍କ ସାବତ ଝିଅ ରନ୍ୟା ନିଜ ପୋଷାକରେ କିଛି ସୁନା ବାର ଲୁଚାଇ ରଖିଥିଲେ ଏବଂ କିଛି ସୁନା ବାର ପିନ୍ଧିଥିଲେ। ଗତ ୧୫ ଦିନ ମଧ୍ୟରେ ୪ ଥର ଦୁବାଇ ଯାତ୍ରା କରିଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାକୁ ଭିତ୍ତି କରି ଚଢ଼ାଉ କରାଯାଇ ତାଙ୍କ ଠାରୁ…

Read More