Author: Ayesha Debnath

Stock Market Fall: ଆମେରିକା ଯୋଗୁ ଭାରତୀୟ ସେୟାର ମାର୍କେଟ କ୍ରାସ୍ । ସେନସେକ୍ସ ୪୦୦ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ୧୩୦ ପଏଣ୍ଟ ହ୍ରାସ ପାଇଛି । ଆମେରିକା ସେୟାର ବଜାରରେ ହ୍ରାସର ପ୍ରଭାବରେ ଭାରତୀୟ ସେୟାର ବଜାରରେ ହାହାକାର ଦେଖିବାକୁ ମିଳିଛି । ଲଗାତାର ଆମେରିକା ସେୟାର ବଜାର ପାଇଁ ବୁଡୁଛି ଭାରତୀୟ ସେୟାର ବଜାର । ମଙ୍ଗଳବାର ଦିନ ଆମେରିକାର ସେୟାର ବଜାରରେ ହ୍ରାସର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ମଧ୍ୟ ଦେଖିବାକୁ ମିଳିଛି । କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ଏବଂ ନିଫ୍ଟି କ୍ରାସ ହୋଇଯାଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଚର ୩୦ ସେୟାର ସେନସେକ୍ସ ୪୦୦ପଏଣ୍ଟ ହ୍ରାସ ପାଇଥିଲା । ଯେତେବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୩୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ତେବେ ଏହାରି ମଧ୍ୟରେ ଇଣ୍ଡସଇଣ୍ଡ ବ୍ୟାଙ୍କର ଷ୍ଟକ ସବୁଠାରୁ ଅଧିକ ହ୍ରାସ ପାଇଛି ଏବଂ…

Read More