Author: Ayesha Debnath

Chahal: ପୁଣିଥରେ ଚର୍ଚ୍ଚାକୁ ଆସିଲେ ଚହଲ । ତାଙ୍କ ଜୀବନରେ ଆସି ଯାଇଛନ୍ତି ଏକ ମିଷ୍ଟ୍ରି ଗାର୍ଲ । ଏବେ ପୁଣି ଚହଲଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ତ ହେଉଛି, ହେଲେ ଏବେ ବଦଳି ଯାଇଛି ପୂର୍ବପତ୍ନୀ ଧନଶ୍ରୀଙ୍କ ଫଟୋ । ତେବେ ସେହି ମିଷ୍ଟ୍ରି ଗାର୍ଲ ହେଉଛନ୍ତି ବେଶ ଲୋକପ୍ରିୟ ଆରଜେ ମହୱାସ୍ । ଗତ କିଛି ଦିନ ଧରି ତାଙ୍କୁ ଚହଲଙ୍କ ସହ ବିଭିନ୍ନ ଜାଗାରେ ଦେଖିବାକୁ ମିଲିଥିଲା। ୨୦୨୫ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ମଧ୍ୟ ଦୁହିଁଙ୍କୁ ସାଥିରେ ଦେଖା ଯାଇଥିଲା । ସେହି ସମୟର ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେଉଛି । ଏହାପରେ ଦୁହେଁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ସେହି ଚର୍ଚ୍ଚାରେ ରୋକ ଲଗାଇଛନ୍ତି ଆରଜେ ମହୱାସ୍ । ସେ ଏକ ପୋଷ୍ଟ ମାଧ୍ୟମରେ ଏହି ଚର୍ଚ୍ଚାକୁ ଭୁଲ ବୋଲି କହିବା…

Read More