Author: Ayesha Debnath

Rashifala: ମାର୍ଚ୍ଚ ୧୨, ୨୦୨୫, ବୁଧବାର ଏକ ବିଶେଷ ଦିନ ଅଟେ । ଚାକିରି, କ୍ୟାରିୟର, ବ୍ୟବସାୟ ଓ ପ୍ରେମ ଜୀବନ ପାଇଁ କେମିତି ହେବ? ଆସନ୍ତୁ ଜାଣିବା ମେଷ, ବୃଷ, ମିଥୁନ, କର୍କଟ, ସିଂହ ଓ କନ୍ୟା ରାଶି ସମେତ ସମସ୍ତ ୧୨ଟି ରାଶିପାଇଁ ଆଜିର ରାଶିଫଳ। ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ବହୁତ ଲାଭଦାୟକ ସାବ୍ୟସ୍ତ ହେବ । ବଡ଼ମାନଙ୍କ ଆଶୀର୍ବାଦ କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ମିଳିପାରେ, ଯେତେବେଳେ କି ବ୍ୟବସାୟୀମାନେ ନୂତନ ଡିଲ୍ ପାଇବେ ଏବଂ ବକେୟା ଅର୍ଥ ଆଦାୟ କରିବାର ସମ୍ଭାବନା ଅଛି । ଏହା ଦ୍ୱାରା ମନ ଖୁସି ରହିବା ସହ ଆତ୍ମବିଶ୍ୱାସ ବଢିବ । ବୃଷ ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ବୁଧ ଗ୍ରହର ଉଦୟ ସକାରାତ୍ମକ ସାବ୍ୟସ୍ତ ହେବ। ଏହି ବ୍ୟକ୍ତିଙ୍କ…

Read More