Author: Ayesha Debnath

Rshifala: ଆଜି ୧୭ ମାର୍ଚ୍ଚ, ଆଜିଠାରୁ ଆରମ୍ଭ ହେଉଛି ଆଉ ଏକ ନୂଆ ସପ୍ତାହ। ଏହି ନୂଆ ସପ୍ତାହଟି କେଉଁ ରାଶି ପାଇଁ କେମିତି ରହିବ ଜାଣନ୍ତୁ ସାପ୍ତାହିକ ରାଶିଫଳ । ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ସପ୍ତାହର ଆରମ୍ଭରେ କିଛି ସତର୍କତାର ଆବଶ୍ୟକତା ରହିବ । ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସାବଧାନ ରୁହନ୍ତୁ ଏବଂ କ୍ରୋଧିତ ହେବାରୁ ଦୂରେଇ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, କାରଣ ଆପଣଙ୍କୁ ଡାକ୍ତରଖାନା ଯିବାର ଆବଶ୍ୟକତା ପଡିପାରେ । ଯେଉଁମାନେ ଚାକିରି କରୁଛନ୍ତି ସେମାନେ କାର୍ଯ୍ୟ ସମ୍ବନ୍ଧୀୟ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପ୍ରେମ ସମ୍ପର୍କରେ ସତର୍କତାର ସହ ଆଗକୁ ବଢ଼ନ୍ତୁ। ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ସପ୍ତାହ ଟି ମିଶ୍ରିତ ରହିବ। ଜୀବନଯାତ୍ରା ବେଳେବେଳେ ସୁରୁଖୁରୁରେ ଚାଲିବ, କିନ୍ତୁ ସାମ୍ନା କରିବାକୁ କିଛି…

Read More