Author: Ayesha Debnath

Heat Wave Alert: ରାଜ୍ୟରେ ରେକର୍ଡ କରୁଛି ତାତି। ମାର୍ଚ୍ଚ ଅଧାରେ ଆକାଶରୁ ନିଆଁ ବର୍ଷୁଛି। ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରୀ। ଅତ୍ୟଧିକ ତାତି ପାଇଁ ଜାରି ହେଲା ରେଡ୍ ୱାର୍ଣ୍ଣିଂ ରହିଛି। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି । ମାର୍ଚ୍ଚ ଅଧାରୁ ହିଁ ଆକାଶରୁ ନିଆଁ ବର୍ଷୁଛି। କ୍ରମାଗତ ଭାବରେ ବୌଦ୍ଧ ଓ ଝାରସୁଗୁଡ଼ା ପାରଦ ଉପରମୁହାଁ ହୋଇଛି । ୧୪ ତାରିଖରେ ୪୧. ୮ ଡିଗ୍ରୀ ସହ ଝାରସୁଗୁଡ଼ା ଓ ୧୫ ତାରିଖରେ ୪୨.୫ ଡିଗ୍ରୀ ସହ ବୌଦ୍ଧ ସାରା ଦେଶରେ ଉତ୍ତପ୍ତ ସ୍ଥାନ ପାଲଟିଥିଲା । ଆଜି ମଧ୍ୟ ୪୩.୬ ଡିଗ୍ରୀ ତାପମାତ୍ରା ସହ ଜଳିଛି ବୌଦ୍ଧ । ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆହୁରି ୩ ଦିନ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ୪୩.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ…

Read More