Author: Ayesha Debnath

Salman Khan: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଅନେକ ହତ୍ୟା ଧମକ ପାଉଥିବା ଅଭିନେତା ସଲମାନ ଖାନ୍ ନିକଟରେ ସେୟାର କରିଛନ୍ତି ଯେ ଏଭଳି ଧମକ ତାଙ୍କୁ ଭୟଭୀତ କରୁଛି କି ନାହିଁ। ସେ କହିଛନ୍ତି ଯେ ସେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ତାଙ୍କ ପାଇଁ ଯାହା ବି ଜୀବନକାଳ ଲେଖାଯାଇଛି, ସେ ସେତେ ଦିନ ପର୍ଯ୍ୟନ୍ତ ବଞ୍ଚିବେ । ଗତବର୍ଷ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନ ବାହାରେ ଏକାଧିକ ହତ୍ୟା ଧମକ ଏବଂ ଗୁଳିକାଣ୍ଡ ଘଟଣା ପରେ ଅଭିନେତାଙ୍କ ସୁରକ୍ଷାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ଏପରିକି ତାଙ୍କ ଘରର ବାଲକୋନିରେ ଏବେ ଏକ ବଡ଼ ବୁଲେଟ୍ ପ୍ରୁଫ୍ ଗ୍ଲାସ୍ ପ୍ୟାନେଲ୍ ରହିଛି। ନିକଟରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସଲମାନ ଖାନ ଏହି ଧମକ ବିଷୟରେ କହିଥିଲେ, ଭଗବାନ, ଆଲ୍ଲା ସବ ଉନପର ହୈ। ଜିତନୀ ଉମର ଲିଖି ହୈ, ଉତନି ଲିଖି…

Read More