Author: Ayesha Debnath

Mukesh Ambani : ଗ୍ରୀଷ୍ମ ଋତୁ ଆରମ୍ଭ ହେବା ପରେ କେବଳ ପ୍ରବଳ ଗରମ ଓ ଖରା ନୁହେଁ ବରଂ ବିଜୁଳି ବିଲ୍ ବଢିବାର ସମୟ ଆସିଛି । ଅନେକ ଭାରତୀୟ ପରିବାର ଗ୍ରୀଷ୍ମ ଋତୁରେ ସାଧାରଣ ବିଜୁଳି ଠାରୁ ଅଧିକ ଦେୟ ଦିଅନ୍ତି । ଏସି, କୁଲର, ଫ୍ୟାନ୍ ଇତ୍ୟାଦିର ବ୍ୟବହାର ବଢିବା ଦ୍ୱାରା ଦେୟ ରାଶି ବୃଦ୍ଧି ପାଇଥାଏ । କେବେ ଭାବିଛନ୍ତି ଦୁନିଆର ଦ୍ୱିତୀୟ ମହଙ୍ଗା ଘର ‘ଆଣ୍ଟିଲିଆ’ର ମୂଲ୍ୟ କେତେ ହେବ। ଲକ୍ଷ ଲକ୍ଷ ଟଙ୍କା ! ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ମୁମ୍ବାଇର ଏକ ବିଶାଳ ଏବଂ ମେଗା ସାଇଜ୍ ୨୭ ମହଲା କୋଠାରେ ରୁହନ୍ତି । ଏହା ସବୁବେଳେ ବିଶ୍ୱର ଦାମୀ ଓ ବଡ଼ ଘର ତାଲିକାରେ ଗଣାଯାଏ । ସବୁଠାରୁ ଧନୀ ଭାରତୀୟ ପରିବାରର ବ୍ୟୟବହୁଳ ଜୀବନଶୈଳୀକୁ ପୂରଣ କରିବା ପାଇଁ ଏସବୁ ଭିତରେ ଅନେକ କିଛି ରହିଛି। ରିଲାଏନ୍ସ…

Read More