Author: Ayesha Debnath

Utkal Divas:‍ ଆଜି ସାରା ଓଡ଼ିଶା ପାଳନ କରୁଛି ଉତ୍କଳ ଦିବସ । ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ। ପ୍ରତିବର୍ଷ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳୁଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା । ଏଥିପାଇଁ ବହୁ ବରପୁତ୍ରଙ୍କ ତ୍ୟାଗ ପରିଶ୍ରମ କରିଥିଲେ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ୧୯୩୬ ପୂର୍ବର ଆମ ଉତ୍କଳ ଖଣ୍ଡ ବିଖଣ୍ଡିତ ହୋଇ ସୀମାହୀନ ଅବସ୍ଥାରେ ଥିଲା । କବି ଓ ଲେଖକଙ୍କର ସାଧନା ଯୋଗୁଁ ତିଷ୍ଠି ରହିଥିଲା ଓଡ଼ିଆ ଭାଷା ଓ ସଂସ୍କୃତି । ପାଶ୍ଚାତ୍ୟ ଶିକ୍ଷା ପ୍ରସାର ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଥିଲା । ପଶ୍ଚିମର ସମ୍ବଲପୁରରେ ଥିଲା ହିନ୍ଦୀ ଭାଷାର ପ୍ରଭାବ। ଉତ୍ତର ବାଲେଶ୍ୱରରେ ଥିଲା ବଙ୍ଗଳାର ପ୍ରଭାବ। ଦକ୍ଷିଣରେ ଗଞ୍ଜାମ…

Read More