Author: Ayesha Debnath

Modi: ପ୍ରଧାନମନ୍ତ୍ରୀ ମୋଦି ୨୦୧୯ରେ ଏକ ନିର୍ବାଚନୀ ସଭାରେ ଦେଇଥିବା ଭାଷଣ କାଲିଠାରୁ ଭାଇରାଲ ହେବାରେ ଲାଗିଛି । ଉରି ଆକ୍ରମଣ ପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଏକ ସାଧାରଣ ସଭାରେ ଭାଷଣ ଦେବା ସମୟରେ ମୋଦି କହୁଛନ୍ତି ଯେ, ଆମକୁ ପାକିସ୍ତାନର ପରମାଣୁ ବୋମାର ଭୟ ଦେଖାଉଥିଲେ । ଗଣମାଧ୍ୟମ କହୁଥିଲା,ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । ଆରେ ଭାଇ ଆମ ବୋମା କ’ଣ ଦିବାଲୀ ପାଇଁ ଅଛି ? ମୋଦିଙ୍କ ସେହି ପୁରୁଣା ଭିଡିଓ ଏବେ ଭାଇରାଲ ହେବା ପଛରେ ପାକିସ୍ତାନୀ ରେଳ ମନ୍ତ୍ରୀ ଅଛନ୍ତି । ପାକିସ୍ତାନୀ ରେଳମନ୍ତ୍ରୀ ରବିବାର ଦିନ ସିଧାସିଧା ପରମାଣୁ ଆକ୍ରମଣର ଧମକ ଦେଇଥିଲେ । ପାକିସ୍ତାନର ରେଳ ମନ୍ତ୍ରୀ ହନିଫ ଅବ୍ବାସ ଧମକ ଦେଇ କହିଥିଲେ ଯେ, ପାକିସ୍ତାନ ପରମାଣୁ ଅସ୍ତ୍ର ଏବଂ ଶାହୀନ ଜାତୀୟ ମିସାଇଲଗୁଡ଼ିକୁ ସାଜସଜ୍ଜା ପାଇଁ ରଖିନାହିଁ; ଏଗୁଡ଼ିକ କେବଳ ଭାରତ ବିରୁଦ୍ଧରେ ବ୍ୟବହାର…

Read More