Author: Ayesha Debnath

India Pakistan War: ଦ୍ରିଷ୍ଟି ଆଇଏଏସ କୋଚିଂର ବିକାଶ ଦିବ୍ୟକିର୍ତ୍ତିଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ବିକାଶ ଦିବ୍ୟକିର୍ତ୍ତି ହାଲୁକାଫୁଲକା ଅନ୍ଦାଜରେ କହୁଛନ୍ତି,ପାକିସ୍ତାନ ଗର୍ଭବତୀ ଅଛି । ତେବେ ସମୟ ପୂର୍ବରୁ ପ୍ରସବ ହେବ । ମାନେ ପ୍ରିମେଚ୍ୟୁର ବେବି । ଆଉ ସମୟ ପୂର୍ବରୁ ଯାହାର ପ୍ରସବ ହେବ,ସିଏ ହେଉଛି ବଲୁଚିସ୍ତାନ । ଦିବ୍ୟକିର୍ତ୍ତିଙ୍କ ଅନୁସାରେ ଆଗାମୀ ୭ ମାସ ଭିତରେ ବଲୁଚିସ୍ତାନ ପାକିସ୍ତାନଠାରୁ ଅଲଗା ହୋଇ ଏକ ସ୍ୱାଧିନ ରାଷ୍ଟ୍ରରେ ପରିଣତ ହେବ । ତାଙ୍କ ଅନୁସାରେ ଆଉ କିଛିଦିନ ସମୟ ଲାଗିପାରେ, କିନ୍ତୁ ବଲୁଚିସ୍ତାନ ପରେ ପାକିସ୍ତାନ ଆଉ ଗୋଟିଏ ସ୍ୱାଧିନ ରାଷ୍ଟ୍ରର ପ୍ରସବ କରିବ । ଯାହାର ନାମ ହେବ ସିନ୍ଧୁଦେଶ । ପାକିସ୍ତାନରେ ପଂଜାବୀ ଆଧିପତ୍ୟ ବିରୋଧରେ ବାକି ରାଜ୍ୟରେ ଅସନ୍ତୋଷ ରହିଛି । ଏହି ଅସନ୍ତୋଷ ବିଦ୍ରୋହର ରୂପ ନେଲାଣି । ତେଣୁ ପାକିସ୍ତାନର ବିଖଣ୍ଡନ ଏକ ଐତିହାସିକ ସତ୍ୟ…

Read More