Author: Ayesha Debnath

Shane Warne : ପ୍ରସିଦ୍ଧ କ୍ରିକେଟର ଶେନ୍ ୱାର୍ନଙ୍କ ମୃତ୍ୟୁର ତିନି ବର୍ଷ ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ତିନି ବର୍ଷ ପରେ ଜଣେ ପୁଲିସ୍ ଅଧିକାରୀ ଦାବି କରିଛନ୍ତି ଯେ,ଶେନଙ୍କ ହୋଟେଲ ରୁମରେୁ ଏକ ଶକ୍ତିଶାଳୀ ସେକ୍ସ ଡ୍ରଗ୍ର ବୋତଲ ହଟାଇବାକୁ ତାଙ୍କୁ ଆଦେଶ ଦିଆଯାଇଥିଲା, ଯେଉଁଠାରେ ଶେନ୍ ୱାର୍ନଙ୍କ ମୃତ୍ୟୁ ହୋଇଥିଲା। ଶେନ୍ ୱାର୍ନଙ୍କ ମୃତ୍ୟୁ ୨୦୨୨ ମାର୍ଚ୍ଚ ମାସରେ ଥାଇଲ୍ୟାଣ୍ଡର କୋହ୍ ସମୁଇ ଦ୍ୱୀପରେ ‘lads holiday ନାମକ ସ୍ଥାନରେ ଗୋଟିଏ ହୋଟେଲରେ ହୃଦ୍ଘାତ ଯୋଗୁଁ ହୋଇଥିଲା। ଏବେ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ଯେ ସେ ୱାର୍ନଙ୍କ ଭିଲାରୁ ‘କାମାଗ୍ରା ଜେଲି’ର ଏକ ବୋତଲ ଚୁପ୍ଚାପ୍ ହଟାଇ ଦେଇଥିଲେ। ତେବେ କ’ଣ ପୋଷ୍ଟମର୍ଟମ୍ ରିପୋର୍ଟର ମିଛ ଥିଲା ? ପୋଷ୍ଟମର୍ଟମ୍ ରିପୋର୍ଟରେ ତାଙ୍କ ମୃତ୍ୟୁକୁ ‘ପ୍ରାକୃତିକ କାରଣ’ ବୋଲି କୁହାଯାଇଥିଲା, କିନ୍ତୁ ତାଙ୍କ କୋଠରୀରେ ‘କାମାଗ୍ରା’ ନାମକ ଔଷଧ ମିଳିବା…

Read More