Author: Ayesha Debnath

Alcohol With Chakna: ମଦ ସହ ଚାଖଣା ଲୋକଙ୍କୁ ବହୁତ ପସନ୍ଦ । ଏହା ମଦର ମଜାକୁ ଦୁଇଗୁଣା କରିଥାଏ । ଯେଉଁମାନେ ମଦ ପିଅନ୍ତି ନାହିଁ, ସେମାନେ ମଧ୍ୟ ଚାଖଣାର ମଜା ନେଇଥାନ୍ତି । କିନ୍ତୁ ପିଇବାର ମଜାକୁ ଦୁଇଗୁଣା କରୁଥିବା ଚାଖଣାର ଉତ୍ପତି କେବେ ହେଇଥିଲା ଆପଣ ଜାଣିଛନ୍ତି କି ? ଯେଉଁମାନେ ମଦ ପିଇଥାନ୍ତି, ସେମାନଙ୍କୁ ମଦ ସହିତ କିଛି ଖାଇବା ବା ସ୍ୟାକ୍ସ ନିଶ୍ଚୟ ଦରକାର ହୋଇଥାଏ ଯଥା ବାଦାମ, କବାବ, ପନୀର, ଫ୍ରାଇଡ ପାପଡ, ଭୁଜିଆ, ଚିପ୍ସ, ମଟରର ନମକିନ, ତନ୍ଦୁରୀ ଚିକେନ କିମ୍ବା କିଛି ଅନ୍ୟାନ୍ୟ ଯାହା ଲୋକେ ପସନ୍ଦ କରନ୍ତି । ଭାରତରେ ମଧ୍ୟ ଏହି ପରମ୍ପରା ବହୁ ସମୟରୁ ଚାଲିଆସିଛି । ଯଥା କେତେକ ଲୋକ ପିଜ୍ଜା, ମୋମୋଜ, ମଞ୍ଚୁରିଆନ୍, ସଲାଦ ଇତ୍ୟାଦିକୁ ମଧ୍ୟ ଚାଖଣା ରୂପରେ ଖାଉଛନ୍ତି। କୁହାଯାଏ ଯେ, 1938 ମସିହାରେ ଆମେରିକୀୟ ସହର ନ୍ୟୁ ଅର୍ଲିଅନ୍ସରେ…

Read More