Author: Ayesha Debnath

Donald Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ଘୋଷଣା କରିଛନ୍ତି ଯେ ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଦେଶ ଉପରେ ତାଙ୍କର ବ୍ୟାପକ ଶୁଳ୍କ ଉପରେ ୯୦ ଦିନ ପାଇଁ ରୋକ ଲଗାଯାଇଛି – ଯାହା କି ପ୍ରାୟ ୨୪ ଘଣ୍ଟା ପୂର୍ବରୁ ଅସମ୍ଭବ ମନେ ହେଉଥିଲା । ଆମେରିକା ସହ ବାଣିଜ୍ୟ ଅସନ୍ତୁଳନ ଦୂର କରିବା ପାଇଁ ଏହି ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କ କହିବା ଅନୁଯାୟୀ, ୭୫ରୁ ଅଧିକ ଦେଶ ତାଙ୍କ ବିରୋଧରେ ପ୍ରତିଶୋଧ ନ ଦେଇ ଆଲୋଚନା କରିଥିଲେ। ୯୦ ଦିନ ମଧ୍ୟରେ ମାତ୍ର ୧୦ ପ୍ରତିଶତ ପାରସ୍ପରିକ ଶୁଳ୍କ ହ୍ରାସ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ତେବେ ଚୀନ୍ ପାଇଁ ଟ୍ରମ୍ପ୍ ଚୀନ୍ ଉପରେ ତୁରନ୍ତ ଶୁଳ୍କ ବୃଦ୍ଧି କରି ୧୨୫ ପ୍ରତିଶତ କରିବାକୁ ଘୋଷଣା କରିଛନ୍ତି, ଯାହା ପୂର୍ବରୁ ଘୋଷିତ ୧୦୪ ପ୍ରତିଶତ ଥିଲା। ବିଶ୍ୱ ବଜାରପ୍ରତି ଚୀନ୍ ଯେଉଁ…

Read More