Author: Ayesha Debnath

Murshidabad Violence : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଘଟିଥିବା ହିଂସା ପଛରେ କ‘ଣ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀର ହାତ ଥିଲା? ରାଜ୍ୟ ଏବଂ କେନ୍ଦ୍ରୀୟ ତଦନ୍ତ ସଂସ୍ଥାମାନେ ବାହ୍ୟ ଏଜେନ୍ସିଙ୍କର ହିଂସା ଘଟଣା ସହ ଜଡ଼ିତ ଥିବା ସୂଚନା ପାଇଛନ୍ତି। ସେମାନେ କହୁଛନ୍ତି ଯେ ଏହି ଅଶାନ୍ତି ପଛରେ ଏକ ନିର୍ଦ୍ଦିଷ୍ଟ ଯୋଜନା ଥିଲା। ଓ୍ଵାକଫ ଆଇନ ବିରୋଧରେ ବିକ୍ଷୋଭକୁ ଉସୁକାଇ ଏବଂ ଛାତ୍ର ବେଶରେ ସୀମା ପାରରୁ ଯୁବକମାନଙ୍କୁ ଅନୁପ୍ରବେଶ କରାଇ ଏହି ଘଟଣାକୁ ସଫଳ କରାଯାଇଛି। ସୂତ୍ର ଅନୁସାରେ, ଏହି ଜିହାଦୀ ‘ବାହାରୁ ଆସିଥିବା ଶକ୍ତି’ମାନଙ୍କର ପରିଚୟ ପୂର୍ବରୁ ଜଣାପଡ଼ିଛି। ପ.ବଙ୍ଗ ଗୁଇନ୍ଦା ସଂସ୍ଥା ଅନୁସାରେ, ବାଂଲାଦେଶରେ ହାସିନା ସରକାର ପତନ ପରେ ଢାକାରେ ଲୁଟପାଟ, ହତ୍ୟା ଏବଂ ପୋଲିସ ଉପରେ ଆକ୍ରମଣର ଏକ ଧାରା ଶମଶେରଗଞ୍ଜ, ସୁତୀ, ରଘୁନାଥଗଞ୍ଜ, ଧୁଲିୟାନରେ ଦେଖାଯାଇଛି। ଅନେକ ଅଞ୍ଚଳରୁ ଅଭିଯୋଗ ମିଳିଛି ଯେ ପ.ବଙ୍ଗରେ ଆଇଏସଆଇ…

Read More