Author: Ayesha Debnath

Ring Road project: ୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇଟି ପ୍ରମୁଖ ରିଙ୍ଗରୋଡ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଓଡ଼ିଶା ସରକାରଙ୍କୁ ତୁରନ୍ତ ବୈଧାନିକ ମଞ୍ଜୁରୀ, ବିଶେଷ କରି ଜଙ୍ଗଲ ଜମି ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛି। ରାଜ୍ୟ ଜଙ୍ଗଲ ବିଭାଗର ବିଭିନ୍ନ ସ୍ତରରେ ଜଙ୍ଗଲ ମଞ୍ଜୁରି ବକେୟା ଥିବାରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ କ୍ୟାପିଟାଲ ରିଜିଅନ ରିଙ୍ଗରୋଡ (ସିଆରଆରଆର) ଓ ସମ୍ବଲପୁର ରିଙ୍ଗରୋଡ୍ ଦୁଇବର୍ଷରୁ ଅଧିକ ବିଳମ୍ବିତ ହୋଇଛି। ବିଳମ୍ବକୁ ନେଇ ଚିନ୍ତିତ ଏନଏଚଏଆଇ ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଏଥିରେ ହସ୍ତକ୍ଷେପ କରି ଯଥାଶୀଘ୍ର ମଞ୍ଜୁରୀ ପାଇବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସମୟବଦ୍ଧ ଏବଂ ବୈଧାନିକ ଅନୁମୋଦନ ସ୍ଥଗିତ ରହିବା ଦ୍ୱାରା ଯଥେଷ୍ଟ ସମୟ…

Read More