Author: Ayesha Debnath

Pakistan: ୨୨ ଏପ୍ରିଲରେ ଜାମ୍ମୁ-କାଶ୍ମୀରର ପେହେଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଭାରତ-ପାକିସ୍ତାନ ସମ୍ପର୍କକୁ ପୁଣି ଥରେ ଏକ ବିପଦଜନକ ମୋଡ଼ରେ ଛିଡ଼ା କରିଛି । ଏହି ଆକ୍ରମଣରେ ୨୬ ଜଣଙ୍କର ଜୀବନ ଯାଇଥିଲା, ଯାହା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ଏବେ ପ୍ରଶ୍ନ ଉଠୁଛି ଯେ ଏବେ ଆଗକୁ କ’ଣ? ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇପାରେ କି? ପାକିସ୍ତାନ ପକ୍ଷରୁ ପରମାଣୁ ଯୁଦ୍ଧର ଧମକ ଦିଆଯାଉଛି, ଯେତେବେଳେ ଭାରତ ମଧ୍ୟ କଡ଼ା ପ୍ରତିକ୍ରିୟାର ସଙ୍କେତ ଦେଇଛି। ଏପରି ପରିସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ଭାରତକୁ ଜବାବ ଦେବାକୁ ହୁଏ, ତେବେ ଏହା କେବଳ ସୀମାନ୍ତବର୍ତୀ କାର୍ଯ୍ୟାନୁଷ୍ଠାନରେ ସୀମିତ ରହିବା ଉଚିତ କି? ନା ସିଧାସଳଖ ପାକିସ୍ତାନର ସେହି କ୍ଷମତା ଉପରେ ଆକ୍ରମଣ କରାଯିବା ଉଚିତ, ଯାହା ଦ୍ୱାରା ସେ…

Read More