Author: Ayesha Debnath

Travel Tips: ଶୀତଦିନ ଆସିଲେ ହିଁ ସମସ୍ତେ ବୁଲିଯିବା ପାଇଁ ଅନେକ ପ୍ଲାନ କରିଥାନ୍ତି । କାରଣ ଶୀତ ଦିନ ହିଁ ବୁଲିବା ପାଇଁ ସଠିକ ସମୟ। ଚାରିଆଡ଼େ ଦେଖିଲେ ଏମିତି ଲାଗେ ଯେପରି ପ୍ରକୃତି ଅନେକ ରଙ୍ଗର ଶାଢ଼ୀ ପିନ୍ଧି ସଜ ହୋଇଛି । ସମସ୍ତେ ନିଜ ପ୍ରିୟଜନ, ସାଙ୍ଗସାଥୀ, ପରିବାର ସହ ପିକନିକ୍ ବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିଯାଆନ୍ତି । ସେତେବେଳେ ଏହି ଥଣ୍ଡାର ମଜା ଆହୁରି ବଢ଼ିଯାଏ । ସମସ୍ତଙ୍କ ସହ ସବୁଦିନ ମନେ ରହିବ ଭଳି ଅନେକ ସ୍ମୃତି ତିଆରି କରିଥାନ୍ତି । ହେଲେ ଶୀତ ଦିନେ ଯାତ୍ରା କରିବା ସମୟରେ କିଛି ଜିନିଷ ଉପରେ ଧ୍ୟାନ ଦେବା ଅନେକ ଜରୁରୀ । ଯେପରିକୁ ଆମକୁ କୌଣସି ସମସ୍ୟାର ସମ୍ମୁଖୀନ ନ ହେବାକୁ ପଡ଼େ । ଯେତେବେଳେ ଭ୍ରମଣ (Travel) ବିଷୟ ଆସେ, ଆମ ମନକୁ ଆସୁଥିବା ପ୍ରଥମ କଥା ହେଉଛି ବ୍ୟାଗରେ କ’ଣ…

Read More