Author: Ayesha Debnath

Oscars 2025: ଆମୀର ଖାନ ବଲିଉଡ଼ର ମିଷ୍ଟର ପରଫେକ୍ସନିଷ୍ଟ ହୋଇଥିବାବେଳେ ଅନ୍ୟ ପଟେ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ତାଙ୍କ ୟୁନିକ କଣ୍ଟେନ୍ଟ ପାଇଁ ପ୍ରସିଦ୍ଧ। ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାପତା ଲେଡ଼ିଜ୍’ ଦର୍ଶକ ତଥା ସମାଲୋଚକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା କରାଯାଇଥିଲା। ଏହି ଚଳଚ୍ଚିତ୍ରଟି ଦୀର୍ଘ ସମୟ ଧରି ବକ୍ସ ଅଫିସରେ ମଧ୍ୟ ରହିଥିଲା। ଟ୍ରେନରେ ଦୁଇ ମହିଳାଙ୍କ ବଦଳିଯିବାର ଏହି ସରଳ କାହାଣୀ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଥିଲା । ଏହି ଚଳଚ୍ଚିତ୍ରକୁ ବିଶ୍ୱର ସମ୍ମାନଜନକ ପୁରସ୍କାର ଓସ୍କାର ୨୦୨୫ ପାଇଁ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ଫିଲ୍ମ ଫେଡ଼େରେସନ୍ ଅଫ୍ ଇଣ୍ଡିଆ ପଠାଇଥିଲା । ହେଲେ ଏହି ଚଳଚ୍ଚିତ୍ରଟି ଓସ୍କାର ୨୦୨୫ରେ ପହଞ୍ଚିବାରେ ବିଫଳ ହୋଇଥିଲା । ଏହି ଖବରରେ କେବଳ ଆମୀର ଖାନ ଏବଂ କିରଣ ରାଓ ନିରାଶ ନୁହଁନ୍ତି, ଓସ୍କାରରେ…

Read More