Author: Ayesha Debnath

Veg Omelette: ପ୍ରତିଦିନ ସକାଳେ ଜଳଖିଆ ବା ବ୍ରେକଫାଷ୍ଟରେ କ’ଣ ତିଆରି ହେବ, ଏହା ଏକ ବଡ଼ ପ୍ରଶ୍ନ ପାଲଟି ଥାଏ । ପୁଣି ପ୍ରତିଦିନ ଗୋଟିଏ ଜିନିଷ ଖାଇବାକୁ ମଧ୍ୟ ଭଲଲାଗେ ନାହିଁ । ତେବେ ଅପାଙ୍କ ଆମେ କହିବୁ ଆପଣ ଜଳଖିଆ ପାଇଁ କ’ଣ ପ୍ରସ୍ତୁତ କରିବେ ଯାହା ଶୀଘ୍ର ପ୍ରସ୍ତୁତ ହେବା ସହ ସୁସ୍ଥ ଏବଂ ସ୍ଵାଦରେ ମଧ୍ୟ ଭଲ ହୋଇଥିବ । ଜଳଖିଆ ପାଇଁ, ଆପଣ ବିନା ଅଣ୍ଡାରେ ଅମଲେଟ୍ ତିଆରି କରିପାରିବେ। ଆଜ୍ଞା ହଁ, ଏହା ଆପଣଙ୍କକୁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଆପଣ ଅଣ୍ଡା ବିନା ମଧ୍ୟ ଓମଲେଟ୍ ତିଆରି କରିପାରିବେ । ଏଥିପାଇଁ ସେଫ ସଞ୍ଜୀବ କପୁର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଅତି ସହଜ ରେସିପି ସେୟାର କରିଛନ୍ତି। ଏଠାରେ ଆମେ ଆପଣଙ୍କୁ ଏହି ରେସିପି ବିଷୟରେ କହୁଛୁ । ଏହାର ସାହାଯ୍ୟରେ, ଆପଣ ତୁରନ୍ତ ସମସ୍ତଙ୍କ ପାଇଁ ସୁସ୍ଥ…

Read More