Author: Ayesha Debnath

Gajar Halwa: ଶୀତଦିନେ ଗାଜର ହାଲୱା ଖାଇବାକୁ କିଏ ପସନ୍ଦ ନକରେ । ଶୀତଋତୁରେ ଘରେ ତିଆରି ଗାଜର ହାଲୱା ଖାଇବାର ଆନନ୍ଦ ଅଲଗା । କିନ୍ତୁ, ଯେତେବେଳେ ଗାଜର ଗ୍ରେଟିଂ କରିବା କଥା ମନେପଡ଼େ, ସେତେବେଳେ ଏହି କାର୍ଯ୍ୟଟି ସବୁଠାରୁ କଷ୍ଟସାଧ୍ୟ ଏବଂ କ୍ଲାନ୍ତକାରୀ ମନେହୁଏ । ଅନେକ ଲୋକ କଠିନ ପରିଶ୍ରମ ଏବଂ ଗ୍ରେଟିଂର ଅସୁବିଧା ହେତୁ ଏହି ହାଲୱା ତିଆରି କରିବାକୁ ଇଛା କରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କ ସେହି ସମସ୍ୟାର ସମାଧାନ ଆଣିଛୁ । ଆସନ୍ତୁ ଜାଣିବା, ଗାଜର ହାଲୱା ତିଆରି କରିବାର ସହଜ ରେସିପି… କଳ୍ପନା କରନ୍ତୁ ଯଦି ଗାଜର ଗ୍ରେଟିଂ ନକରି ମାତ୍ର ୨୦ମିନିଟରେ ହାଲୱା ପ୍ରସ୍ତୁତ ହୋଇପାରିବ ତେବେ ଏହା କେତେ ଭଲ ହେବ? ଆମେ ଆପଣଙ୍କ ଏହି ଇଚ୍ଛା ପୂରଣ କରିବୁ । ଅତି ସହଜ ରେସିପି ସହିତ, ବର୍ତ୍ତମାନ ଆପଣ ବିନା କୌଣସି ପ୍ରୟାସରେ…

Read More