Author: Ayesha Debnath

Top Hits: ୨୦୨୪ମସିହାରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ସହିତ ଅନେକ ଦମଦାର ଗୀତ ମଧ୍ୟ ମୁକ୍ତିଲାଭ କରିଥିଲା, ଯାହା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଝଡ଼ ସୃଷ୍ଟି କରିଥିଲା ​​। ସେଗୁଡ଼ିକ ଶୁଣିବା ପରେ ଆପଣ ନିଜକୁ ସେହି ଗୀତର ତାଳେ ତାଳେ ଝୁମିବାରେ ରୋକି ପାରିବେ ନାହିଁ । ଥରେ ଶୁଣିବା ପରେ, ଆପଣ ବାରମ୍ବାର ଶୁଣିବାକୁ ଚାହିଁବେ । ଆଜି ଆମେ ଆପଣଙ୍କୁ ଏହି ବର୍ଷର ୫ଟି ଶ୍ରେଷ୍ଠ ଗୀତ ବିଷୟରେ କହିବାକୁ ଯାଉଛୁ, ଯାହା ରିଲିଜ୍ ହେବା ମାତ୍ରେ ଲୋକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ରାତାରାତି ସେହି ଗୀତଗୁଡ଼ିକ ହିଟ୍ ହୋଇଥିଲା । ଆପଣ ଏହି ସୁନ୍ଦର ଗୀତଗୁଡ଼ିକୁ ଶୁଣିଛନ୍ତି କି? ଏମିତି ଖୁବ କମ ଲୋକହିଁ ଥିବେ ଯେଉଁମାନେ ଗୀତ ଶୁଣିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆମର ମନ ଖରାପ ଥାଏ ତେବେ ଆମେ ଗୀତ ଶୁଣୁ । ସେହିପରି…

Read More